ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି। ଭୁବନେଶ୍ୱରରୁ ଦିଲ୍ଲୀ ଚାଲାଣ ବେଳେ ୩ ଜଣଙ୍କୁ ଧରିଲା ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ୫୧ କେଜି ଗଞ୍ଜେଇ ଜବତ ହୋଇଛି। ସୁଟ୍ କେସ୍ ଓ ଦେହରେ ଗୁଡ଼ାଇ ନେଉଥିଲେ ଗଞ୍ଜେଇ।
powered by social2s