ଜୁନ ୨୫ ରୁ ଓଡ଼ିଶାରେ ପ୍ରବଳ ବର୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜୁନ୍ ୨୫ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି I ଆସନ୍ତା ୨୪ ଓ ୨୫ ଉପକୂଳ ଓଡ଼ିଶା ଓ ଆଖପାଖ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ପୁଣି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ସାରା ରାଜ୍ୟରେ ଆହୁରି ୫ ଦିନ ବିଜୁଳି ଘଡ଼ଘଡ଼ି ସହ ଜାରି ରହିବ ବର୍ଷା I

powered by social2s