ଭଦ୍ରକ ଜିଲ୍ଲାରେ ଖୋଲିଲା ସ୍କୁଲ ଓ କଲେଜ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଖୋଲିଲା ସବୁ ସ୍କୁଲ ଓ କଲେଜ । ସ୍କୁଲ ଓ କଲେଜରେ ଆରମ୍ଭ ହେଲା ପାଠପଢ଼ା। ଝାଡ଼ାବାନ୍ତି ସ୍ଥିତିକୁ ଦେଖି ଦୁଇ ଦିନ ଛୁଟି ଥିଲା ଶିକ୍ଷାନୁଷ୍ଠାନ। ସ୍କୁଲ ଓ କଲେଜରେ ସଫାସୁତୁରା ଉପରେ ଦିଆଯିବ ଗୁରୁତ୍ଵ। ସାରା ଓଡ଼ିଶାରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ଦେଇଛନ୍ତି ରାଜ୍ଯ ସରକାର।

powered by social2s