ତେଲ ନଦୀ ପୋଲ ଉପରେ ପ୍ରବାହିତ ହୋଇଛି ବନ୍ୟାଜଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପାଟଣା : କେନ୍ଦୁଝର ଜିଲ୍ଲାରେ ତେଲ ନଦୀ ପୋଲ ଉପରେ ପ୍ରବାହିତ ହୋଇଛି ବନ୍ୟାଜଳ। ଦାମହୁଡ଼ା-ଠାକୁରମୁଣ୍ଡା ଯୋଗାଯୋଗ ବିଛିନ୍ନ ହୋଇଛି। ପୋଲ ଉପରେ ପାଣି ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ରହିଛି।

powered by social2s