କଟକ ଷ୍ଟେସନ ନିକଟରେ ମାଲବାହି ଟ୍ରେନ ଲାଇନଚ୍ୟୁତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଷ୍ଟେସନ ନିକଟରେ ଏକ ମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ପାରାଦୀପ ଯାଉଥିବା ମାଲଗାଡି ଲାଇନଚ୍ୟୁତ ହୋଇଥିବା ସୂଚନା। ରେଳ ଟ୍ରାକରେ ତିନୋଟି ବଗି ଲାଇନଚ୍ୟୁତ ହୋଇଛି। ୮ନଂ ଟ୍ରାକରେ ଏହି ଅଘଟଣ ଘଟିଛି। ତେବେ ରେଳ ଚଳାଚଳ ସ୍ଵାଭାବିକ ଥିବା ଜଣାପଡ଼ିଛି।

powered by social2s