ଅତିରିକ୍ତ କମିଶନରଙ୍କୁ ମାଡ଼: ୩ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ୩ ଜଣଙ୍କୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ କର୍ପୋରେଟର ଜୀବନ ରାଉତ। ଅନ୍ୟ ୨ ଗିରଫ ଅଭିଯୁକ୍ତ ରଶ୍ମି ମହାପାତ୍ର ଓ ଦେବାଶିଷ ପ୍ରଧାନ। ଅଭିଯୋଗ ଶୁଣାଣି ବେଳେ ବିଏମସି କାର୍ଯ୍ୟାଳୟ ଭିତରେ ହୋଇଥିଲା ଆକ୍ରମଣ।

powered by social2s