କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ୫୮.୫୦ ଟଙ୍କା କମିଲା ୧୯ କେଜି ଗ୍ୟାସ ସିଲିଣ୍ଡର ଦର। ଦିଲ୍ଲୀରେ ସିଲିଣ୍ଡର ଦର ୧୬୬୫ ଟଙ୍କାକୁ ହ୍ରାସ। ଗତ ଜୁନରେ ୨୪ ଟଙ୍କା କମିଥିଲା ଗ୍ୟାସ ଦର।

powered by social2s