ଯୁକ୍ତ ତିନି ନାମଲେଖା ପାଇଁ ଗାଇଡଲାଇନ ଜାରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଯୁକ୍ତ ତିନି ପ୍ରଥମ ବର୍ଷ ନାମଲେଖା ପାଇଁ ରିଭାଇଜ୍ ଗାଇଡଲାଇନ୍‌ ଜାରି ହୋଇଛି। ରିଭାଇଜ୍‌ ଗାଇଡଲାଇନ୍‌ ଜାରି କଲେ ଉଚ୍ଚ ଶିକ୍ଷା ବିଭାଗ। ପ୍ରଥମ ପର୍ଯ୍ୟାୟ ନାମଲେଖା ଓ ସ୍ପଟ ଆଡମିଶନକୁ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୭ରୁ୧୦ ତାରିଖ ମଧ୍ୟରେ ନାମଲେଖା ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ। ନାମଲେଖା ପାଇଁ ସାମ୍‌ସ ପୋର୍ଟାଲରେ ଆବେଦନ କରିବେ ଛାତ୍ରଛାତ୍ରୀ। ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଓ୍ବେଟିଙ୍ଗ ଲିଷ୍ଟ। ଆସନ୍ତା ୧୫ ତାରିଖରେ ନିର୍ଦ୍ଦିଷ୍ଟ କଲେଜରେ ଆଡମିଶନ ନେଇପାରିବେ ଛାତ୍ରଛାତ୍ରୀ।

powered by social2s