ଖୁବଶୀଘ୍ର ନିଲାମ ହେବ ଓଡ଼ିଶାର ୨୨ଟି ଖଣି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଖୁବଶୀଘ୍ର ନିଲାମ ହେବ ଓଡ଼ିଶାର ୨୨ଟି ଖଣି। ଏହି ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା। ମନ୍ତ୍ରୀ କହିଲେ ଯେ ପୂର୍ବ ସରକାର ଦୀର୍ଘ ଦିନ ଧରି ଅକ୍ସନ କରୁନଥିଲେ। ନୂଆ ସରକାର ବର୍ଷକ ମଧ୍ୟରେ ୮ଟି ଖଣିର ଅକ୍ସନ କରିଛନ୍ତି। ଖଣି ନିଲାମ ଦ୍ୱାରା ବଢ଼ିବ ରାଜସ୍ବ।

powered by social2s