ଭୁବନେଶ୍ବର: ଓଡ଼ିଶାର କଲେଜ ଗୁଡ଼ିକ ହେବ ନିଶାଯୁକ୍ତ। କଲେଜରେ ନିଶା କରବାର ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ। କଲେଜ କ୍ୟାମ୍ପସ ନିଶାଯୁକ୍ତ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଆରମ୍ଭ ହେଲା ମାନସ ଯୋଜନା। ନିଶା ସମ୍ପର୍କିତ ସୂଚନା ପାଇଁ ହେଲ୍ପଲାଇନ ନମ୍ଵର୍ ୧୯୩୩ ଜାରି କରାଯାଇଛି। ଏହି ନମ୍ବରରେ ସୂଚନା ଦେଇପାରିବେ ଛାତ୍ରଛାତ୍ରୀ।
powered by social2s

