କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବଡ଼ପଦ ଅଞ୍ଚଳର ଅଞ୍ଚଳରେ ଜଳିଗଲେ ଜଣେ ଯୁବତୀ । କିରୋସିନି ଢାଲି ହୋଇ ଜଳିଗଲେ ଯୁକ୍ତ ୩ ପଢୁଥିବା ଯୁବତୀ । ଯୁବତୀ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଘରେ କେହି ନଥିବା ବେଳେ ଜଳିଗଲେ ଯୁବତୀ ଜଳିଯିବାର କାରଣ ଅସ୍ପଷ୍ଟ। ତେବେ ଝିଅକୁ ବ୍ଲାକମେଲ୍ କରାଯାଉଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା।
powered by social2s

