ମାଲକାନଗିରି: ଲଗାଣ ବର୍ଷାରେ ଭୁସୁଡ଼ିଲା ମାଲକାନଗିରି ବିମାନବନ୍ଦର ପାଚେରୀ । ବର୍ଷା ପାଣିରେ ଧୋଇଗଲା ୨୦ ଫୁଟ୍ ପାଚେରୀ। ଭାଙ୍ଗି ଯାଇଛି ପ୍ରାୟ ୨୦୦ ମିଟର ପାଚେରୀ। ବର୍ଷା ପାଣିରେ ପିଚୁ ରାସ୍ତା ମଧ୍ୟ ନଷ୍ଟ ହୋଇଛି। ଗତବର୍ଷ ବି ଭାଙ୍ଗିଥିଲା ବିମାନବନ୍ଦର ପାଚେରୀ।
powered by social2s