ରିକ୍ସା ଚାଳକ ଆକ୍ରମଣରେ ଆଇନଜୀବୀ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଦୋଳମଣ୍ଡପ ସାହିରେ ରିକ୍ସା ଚାଳକ ଆକ୍ରମଣରେ ଜଣେ ଆଇନଜୀବୀ ଗୁରୁତର ଆହତ ହୋଇଛନ୍ତି। ରିକ୍ସା ହାଣ୍ଡଲ୍ ବଜିବାକୁ ନେଇ ହୋଇଥିଲା ବଚସା। ଉତ୍ତକ୍ତ ହୋଇ ଆଇନଜୀବୀ ରଘୁନାଥ ପଟ୍ଟନାୟକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା ରିକ୍ସା ଚାଳକ। ଏହା ପରେ ଘଟଣାସ୍ଥଳରୁ ରିକ୍ସା ଚାଳକ ଫେରାର ହୋଇଥିବା ସୂଚନା। ରଘୁନାଥଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଛି ପୋଲିସ୍। ତାଙ୍କ ମୁଣ୍ଡ, ମୁଁହ ଓ ଛାତିରେ ଲାଗିଛି ଗଭୀର ଆଘାତ।

powered by social2s