ବିବେକାନନ୍ଦ ଶର୍ମା ହେଲେ ଖୋର୍ଦ୍ଧା ଏସ୍‌ପି, ପ୍ରତୀକ ସିଂଙ୍କୁ ମିଳିଲା ପୁରୀ ଏସ୍‌ପି ଦାୟିତ୍ଵ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳବଦଳ କଲେ ଓଡ଼ିଶା ସରକାର। ସନ୍ତୋଷ ବାଲା ଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି। ଏସ୍‌ ପ୍ରବୀଣ କୁମାରଙ୍କୁ ମିଳିଲା ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ। ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍‌ ପୋଲିସ ଆଇଜି। ସଞ୍ଜୟ କୁମାର କୌଶଲ EOW ଆଇଜି। ପ୍ରତୀକ ସିଂ ହେଲେ ପୁରୀ ଏସ୍‌ପି। ପ୍ରତ୍ୟୁଷ ଦିବାକର- ବାଲେଶ୍ବର ଏସ୍‌ପି। ବୀନିତ ଅଗ୍ରୱାଲ- କଟକ ଗ୍ରାମାଞ୍ଚଳ ଏସ୍‌ପି। ରାଜ ପ୍ରସାଦ- ସ୍ପେଶାଲ ବ୍ରାଞ୍ଚ୍‌ ଏସ୍‌ପି। ଜି ରେଡ୍ଡୀ ରାଘବେନ୍ଦ୍ର- ଝାରସୁଗୁଡ଼ା ଏସ୍‌ପି। ଅଙ୍କିତ କୁମାର ବର୍ମା- ଜଗତସିଂହପୁର ଏସ୍‌ପି। ଅମ୍ରିତପାଲ ସିଂ- ନୂଆପଡ଼ା ଏସ୍‌ପି। ବିବେକାନନ୍ଦ ଶର୍ମା ହେଲେ ଖୋର୍ଦ୍ଧା ଏସ୍‌ପି। ଅମ୍ରିତପାଲ କୌର- ସୁନ୍ଦରଗଡ଼ ଏସ୍‌ପି। ଭବାନୀ ଶଙ୍କର ଉଦ୍‌ଗାତା- ରେଲୱେ, କଟକ ଏସ୍‌ପି।

powered by social2s