ସମ୍ବଲପୁର: ବଢୁଛି ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳଭଣ୍ଡାରର ଜଳସ୍ତର ୬୨୦.୩୭ ରହିଛି। ପ୍ରବେଶ କରୁଛି ୨ ଲକ୍ଷ ୨୫ ହଜାର ୩୫୫ କ୍ୟୁସେକ୍ ଜଳ। ନିଷ୍କାସିତ ହେଉଛି ୩୪ ହଜାର ୭୫୩ କ୍ୟୁସେକ୍ ଜଳ। ୨୪ ଘଣ୍ଟାରେ ଜଳସ୍ତର ୩ ଫୁଟ୍ ବୃଦ୍ଧି ପାଇଛି।
powered by social2s