ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ପୋଲିସ୍ ଦ୍ୱାରା ୨ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ସାଲେଭଟା-କୁଟାସିଂ ରାସ୍ତାର ରେଲୱେ ଫାଟକ ନିକଟରୁ ଜବତ କରାଯାଇଛି। ଏକ କାର୍ ଜବତ ହୋଇଛି। ଡ୍ରାଇଭର୍ ଫେରାର ହୋଇଥିବା ଜଣାପଡିଛି।
powered by social2s