ଭୁବନେଶ୍ୱର: ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପାର୍ବଣ ସମୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ବୋଲି ସୂଚନା ଦେଲେ ଡିଜିପି ୱାଇବି ଖୁରାନିଆ। ଏନେଇ ସବୁ ଜିଲ୍ଲାର ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି କହିଲେ ପୋଲିସ ଡିଜି। ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ସିସିଟିଭି, ଡ୍ରୋନ୍ ବ୍ୟବହାର କରାଯିବ। ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯିବ ।
powered by social2s

