କଳାହାଣ୍ଡିରେ ବଦଳିଲା ନୂଆଁଖାଇ ଛୁଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବଦଳିଲା ନୂଆଁଖାଇ ଛୁଟି। ଆଜି ଧର୍ମଗଡ଼ ଉପଖଣ୍ଡରେ ଛୁଟି ଘୋଷଣା କରାଯାଇଛି। ସେପ୍ଟେମ୍ବର ୨ ତାରିଖରେ ଭବାନୀପାଟଣା ଉପଖଣ୍ଡରେ ଛୁଟି ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

powered by social2s