ପୁରୀ: ପୁରୀରୁ ୧୫୭ ଗ୍ରାମ୍ ବ୍ରାଉସୁଗାର ଜବତ କରାଯାଇଛି। ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ୧ ଲକ୍ଷ ୬୨ ହଜାର ଟଙ୍କା ସହ ତିନିଟି ବାଇକ ମଧ୍ୟ ଜବତ ହୋଇଥିବା ସୂଚନା। ଗିରଫ ୩ ଜଣ ଚନ୍ଦନପୁରର। ଖୋର୍ଦ୍ଧାରୁ ଆଣି ବିକ୍ରି କରୁଥିଲେ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୭ ହଜାର ଟଙ୍କା।
powered by social2s

