ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗହିବ। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗ। ବାମନ ରୂପୀ ବାଳକ ବେଶରେ ଉଭା ହେବେ ଶ୍ରୀଜଗନ୍ନାଥ। ରାଜବେଶ ଧାରଣ କରିବେ ଶ୍ରୀବଳଭଦ୍ର। ସାଧାରଣ ବେଶରେ ସଜ୍ଜିତ ହେବେ ମା' ସୁଭଦ୍ରା। ମଧ୍ୟାହ୍ନ ଧୂପ ପରେ ବଳିବାମନ ବେଶରେ ବିଭୂଷିତ ହେବେ ଶ୍ରୀଜିଉ।

powered by social2s