ଚମ୍ପୁଆ: କେନ୍ଦୁଝର ଜିଲ୍ଲାରେ ଘରେ ଓଢ଼ଣୀରେ ଫାଶୀ ଦେଇ +୨ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା। ମୃତକ ହେଲେ ଚମ୍ପୁଆ ଏନଏସି ୧୩ ନମ୍ବର୍ ୱାର୍ଡ କାବରାଗୁଟୁ ଅଞ୍ଚଳର ଛାତ୍ରୀ। ମୃତଦେହ ଜବତ କରି ତଦନ୍ତ କରୁଛି ଚମ୍ପୁଆ ପୋଲିସ ।
powered by social2s