ଅଗ୍ନିକାଣ୍ଡରେ ଦିବ୍ୟାଙ୍ଗ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜିଲ୍ଲା କଣ୍ଟାପଡ଼ା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଜଣେ ଦିବ୍ୟାଙ୍ଗ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗତ କାଲି ବିଳମ୍ବିତ ରାତିରେ ବିଜୟ ନାୟକ ନାମକ ଜଣେ ଡିଵ୍ୟାଙ୍ଗ ତାଙ୍କ ଘରେ ସୋଇଥିଲା ବେଳେ ଏହି ଘଟଣା ଘଟିଥିଲା। ଜଣେ ଯୁବକ ଘର କାନ୍ଥ ଭାଙ୍ଗି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

powered by social2s