ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଅଞ୍ଚଳରୁ ୩୦ କେଜି ଗୋ ମାଂସ ଜବତ କରାଯାଇଛି। ସ୍କୁଟିରେ ଗୋ ମାଂସ ଚାଲାଣ ବେଳେ ଧରିଲା ପୋଲିସ୍। ଜଣେ ଚାଲାଣକାରୀ ପୋଲିସ୍ ଦ୍ଵାରା ଅଟକ ଥିବା ସୂଚନା।
powered by social2s