ଭୁବନେଶ୍ୱର: ଭୁବନେଶ୍ୱର ଭିଏଏସ୍ଏସ୍ ନଗର ଅଞ୍ଚଳର ଏକ ସ୍କୁଲ୍ କ୍ୟାମ୍ପସ୍ ଭିତରୁ ନବଜାତର ମୃତଦେହ ଉଦ୍ଧାର ହୋଇଛି। ଡଷ୍ଟବିନ୍ ମଧ୍ୟରୁ ନବଜାତ ପୁତ୍ରର ମୃତଦେହ ଜବତ କଲା ପୋଲିସ। ସିସିଟିଭି ଯାଞ୍ଚ କରି ସହିଦନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।
powered by social2s