ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ବାଗଦୋର ପଞ୍ଚାୟତ ମାଲପଡ଼ା ଗାଁ ନିକଟରେ ବଜ୍ରାଘାତରେ ୨ ଜଣ ପ୍ରାଣ ହରାଇଛନ୍ତି। ଗାଧୋଇବାକୁ ଯାଉଥିଲା ବେଲେ ରାସ୍ତାରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ୨ ମୃତକ ଟିକଧର ମାଝୀ ଓ ଦିଲୀପ ମାଝୀ ହୋଇଥିବା ସୂଚନା।
powered by social2s