ଆସନ୍ତା ୧ରେ ଆଉ ଏକ ଲଘୁଚାପ ସମ୍ଭାବନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ପୂଜା ମାହୋଲ ଫିକା କରିପାରେ ଲଘୁଚାପଜନିତ ବର୍ଷା। ଆସନ୍ତା ୧ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସ୍ରୁଷ୍ଟି ହେବା ସମ୍ଭାବନା ରହିଛି। ସେପ୍ଟେମ୍ବର ୩୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ପ୍ରବେଶ କରିବା ଆଶଙ୍କା ରହିଛି ଲ ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର।

powered by social2s