ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଶାଳୀକଥା ଗାଁରେ ବିସ୍ପୋରଣ ଘଟି ଜଣେ ମହିଳା ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମଶା ଧୂପରୁ ନିଆଁ ଲାଗି ବିସ୍ପୋରଣ ହୋଇଥିବା ସୂଚନା। ଦୁଇ ଗୁରୁତର ବାଲେଶ୍ଵର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
powered by social2s