ଅକ୍ଟୋବର ୧୮ ପରେ ଓଡ଼ିଶାକୁ ଛୁଇଁପାରେ ଶୀତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଅକ୍ଟୋବର ୧୮ ତାରିଖ ପରେ ଓଡ଼ିଶାକୁ ଛୁଇଁପାରେ ଶୀତ । ଆସନ୍ତା ୨୪ ଘଣ୍ଟାରେ ଉତ୍ତର, ଉପକୁଳ ଓ ଦକ୍ଷୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଦକ୍ଷୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଜୁଳି, ଘଡ଼ଘଡ଼ି ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ ଆସନ୍ତା ଦୁଇ ଦିନ ପରେ କମିପାରେ ବର୍ଷାର ପରିମାଣ।

powered by social2s