କଟକରେ କାଳୀ ପୂଜା ଭସାଣି ବେଳେ ଉତ୍ତେଜନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଲାଲବାଗ ଥାନା ଅନ୍ତର୍ଗତ ଚାନ୍ଦନୀ ଚୌକ ଅଞ୍ଚଳରେ କାଳୀ ପୂଜା ଭସାଣି ଶୋଭାଯାତ୍ରା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ସହ କିଛି ଯୁବକ ଧସ୍ତାଧସ୍ତି କରିଥିବା ସୂଚନା। ଏହା ପରେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଦୁଇ ଜଣ ଆହତ ହୋଇଥିବା ସୂଚନା।

powered by social2s