ପୁରୀ ଓ ନୟାଗଡ଼ରେ ୨ ଦିନ ସ୍କୁଲ ଛୁଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ବାତ୍ୟା ପାଇଁ ପୁରୀ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୨୮ ଓ ୨୯ ତାରିଖ ଦୁଇ ଦିନ ପାଇଁ ସରକାରୀ, ବେସରକାରୀ, କେନ୍ଦ୍ରୀୟ, ନବୋଦୟ ସ୍କୁଲ୍ ବନ୍ଦ ରହିବ । ପିଲା ନ ଆସିଲେ ବି ଲୋକଙ୍କ ଆଶ୍ରୟ ପାଇଁ ଖୋଲା ରହିବ ସ୍କୁଲ୍‌। ସ୍କୁଲ୍‌ର ଶିକ୍ଷକମାନେ ଏହାର ତଦାରଖ କରିବେ। ନୟାଗଡ଼ ଜିଲ୍ଲାରେ ମଧ୍ଯ ୨୮ ଓ ୨୯ ତାରିଖ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିଆଯାଇଛି ନିଷ୍ପତ୍ତି ।

powered by social2s