ଭଦ୍ରକ: ବୈତରଣୀ ନଦୀରେ ବୁଡ଼ି ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବର୍ଷା ପ୍ରିୟଦର୍ଶିନୀ ଦାସ (୧୦) ଓ ଜ୍ଞାନରଞ୍ଜନ ଦାସ (୫)। ଭଦ୍ରକ ଜିଲ୍ଲା ଧାମନଗର ଗୌରଙ୍ଗପୁର ନିକଟ ଘାଟରେ ଘଟିଛି ଅଘଟଣ। ପିଲା ଦୁଇ ଜଣ ଶୌଚ କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକ।
powered by social2s

