ଟ୍ରେନ୍ ଧକ୍କାରେ ହାତୀ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଜୁଗଳ ଷ୍ଟେସନ ନିକଟରେ ଟ୍ରେନ୍ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି। ଟ୍ରେନ୍ ଲାଇନ୍ ପାର୍ ହେବା ବେଳେ ହାତୀକୁ ଧକ୍କା ଦେଲା ଶାଲିମାର୍-ପୁରୀ ଏକ୍ସପ୍ରେସ୍। ଲୋକମାନେ ଦନ୍ତା ହାତୀକୁ ଘଉଡ଼ାଇବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା।

powered by social2s