ବାଣ ବିସ୍ପୋରଣରେ ୭ ବର୍ଷର ଶିଶୁ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରାମାଗୁଡ଼ା ଗାଁରେ ବାଣ ବିସ୍ପୋରଣରେ ୭ ବର୍ଷର ଶିଶୁ ଗୁରୁତର ହୋଇଥିଲା ଜଣାପଡ଼ିଛି। ବାଣ ଫୁଟାଇବା ବେଳେ ହୋଇଥିଲା ବିସ୍ପୋରଣ। ନାବାଳକକୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

powered by social2s