ଭୁବନେଶ୍ବର: ଯୁକ୍ତ ଦୁଇ ଏକ୍ସ-ରେଗୁଲାର ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କରିପାରିବେ ଆବେଦନ। ୧୧ ତାରିଖ ପରେ ଆବେଦନ କଲେ ଫାଇନ ଦେବେ ଛାତ୍ରଛାତ୍ରୀ। ୧୩ରୁ ୧୮ ତାରିଖ ମଧ୍ୟରେ ଆବେଦନ କଲେ ୨୦୦ ଟଙ୍କା ଫାଇନ୍ ଦେବାକୁ ହେବ। ୧୯ରୁ ୨୧ ତାରିଖ ଭିତରେ ଆବେଦନ କଲେ ୬୦୦ ଟଙ୍କା ଫାଇନ୍ ପଡ଼ିବ। ସମସ୍ତ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ କାଉନସିଲ୍ ପରୀକ୍ଷା ନିୟନ୍ତ୍ରକ।
powered by social2s

