ଭୁବନେଶ୍ବର: ଆସିଲା ନୂଆପଡ଼ା ଉପନିର୍ବାଚନ ଦ୍ଵିତୀୟ ରାଉଣ୍ଡ ଗଣତିର ଫଳାଫଳ। ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ଥିବା ସୂଚନା। ଦ୍ଵିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୟ ଢୋଲକିଆଙ୍କୁ ୧୦,୪୩୬ ଭୋଟ ମିଳିଛି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୦୨୩ ଭୋଟ।
powered by social2s

