ପୁରୀ: ପୁରୀ ଶ୍ରୀମନ୍ଦିରରେ ହୋଇଛି ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ। ରତ୍ନ ସିଂହାସନରେ ସେବକଙ୍କୁ ଅନ୍ୟ ଜଣେ ଛୁଇଁ ଦେବାରୁ ମହାସ୍ନାନ କରାଯାଇଛି। ମଇଲମ ନୀତି ବେଳେ ଛୁଇଁ ଦେଇଥିଲେ ଅନ୍ୟ ଜଣେ ସେବାୟତ। ଛୁଆଁ ମହାସ୍ନାନ ପାଇଁ ବନ୍ଦ ରହିଛି ମହାପ୍ରଭୁଙ୍କ ସାଧାରଣ ଦର୍ଶନ।
powered by social2s