କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ଛାତ୍ରଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା। ମୟୁରଭଞ୍ଜ ଜିଲ୍ଲା ବାଇଗଣବାଡ଼ିଆ ସ୍ଥିତ ବିବି କଲେଜରେ ଯୁକ୍ତ ୨ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ସାମାନ୍ୟ ବଚସାରୁ ଛୁରାମାଡ଼ କଲେ ଆଉ ଜଣେ ଛାତ୍ର। ଗୁରୁତର ଛାତ୍ର ପ୍ରହଲ୍ଲାଦ ବିନ୍ଧାଣୀଙ୍କୁ ପିଆର୍‌ଏମ୍‌ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଛୁରାମାଡ଼ କରିଥିବା ଛାତ୍ର ଅକ୍ଷୟ ବିଶ୍ବାଳଙ୍କୁ କୁଳିଅଣା ପୋଲିସର ଜିମା ଦେଲେ ଅନ୍ୟ ଛାତ୍ରଶ

powered by social2s