ବଢ଼ିବ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ବିଲ୍‌ ପାସ୍ ହୋଇଛି। ବିଧାନସଭାରେ ପାରିତ ହେଲା ଦରମା, ଭତ୍ତା ବିଲ୍‌। ମନ୍ତ୍ରୀ, ବାଚସ୍ପତିଙ୍କ ଓ ଉପବାଚସ୍ପତି ଦରମା ବଢ଼ିବ। ପୂର୍ବତନ ବିଧାୟକଙ୍କ ମଧ୍ୟ ପେନସନ ବୃଦ୍ଧି ହେବ।

powered by social2s