ଫେବୃଆରୀ ୧ରୁ ତମାଖୁ ମହଙ୍ଗା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଫେବୃଆରୀ ୧ରୁ ପାନ ମସଲା, ସିଗାରେଟ୍ ଓ ତମାଖୁ ମହଙ୍ଗା ହେବ। ୪୦ ପ୍ରତିଶତ ଟିକସ ନେଇ ଅର୍ଥ ମନ୍ତ୍ରାଳୟର ପକ୍ଷରୁ ମିଳିଛି ସୂଚନା। ପୂର୍ବରୁ କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇ ସାରିଥିଲେ। ଡିସେମ୍ବରରେ ସଂସଦରେ ନୂଆ ସ୍ୱାସ୍ଥ୍ୟ ଓ ଜାତୀୟ ସୁରକ୍ଷା ସେସ୍ ନିଷ୍ପତ୍ତି ହୋଇଥିଲା। ତମାଖୁ ଉପରେ ଏକ୍ସାଇଜ୍ ଡ୍ୟୁଟି ଲଗାଇବାକୁ ଦୁଇଟି ବିଲ୍ ପାସ୍ ହୋଇଥିଲା।

powered by social2s