ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ରେଣୁକା ର ମୃତ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ରେଣୁକା ର ମୃତ୍ୟୁ ହୋଇଛି। ସ୍ନାୟୁ ଜନିତ ରୋଗ ରେ ପୀଡିତ ହୋଇ ଗତ ଦୁଇ ମାସ ହେଲା ଚିକତ୍ସାଧିନ ଥିଲା ରେଣୁକା। ବର୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୭ କୁ ହ୍ରାସ ପାଇଲା।

powered by social2s