କଟକ:ଫାଙ୍କା ଗୁଳିଚାଳନା କରି ଜଣେ ବ୍ୟବସାୟୀଙ୍କୁ ଲୁଟିନେଲେ ଦୁର୍ବୃତ୍ତ। କଟକ ଜାଉଁଳିଆ ପଟିରେ କଂସା ପିତ୍ତଳ ଦୋକାନରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ସ୍କୁଟିରେ ଆସି ଟଙ୍କା ଲୁଟ୍ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ସୂଚନା। ପୁରୀଘାଟ ଥାନାରେ ବ୍ୟବସାୟୀଙ୍କ ପକ୍ଷରୁ ଏତଲା ଦାଏର କରାଯାଇଛି।
powered by social2s

