ଆଠଗଡ଼: ବେଆଇନ ଗୋ ଚାଲାଣ ବେଳେ କଟକ ଜିଲ୍ଲା ଆଠଗଡ଼ ଗଉଡ଼ଝରି ଜଙ୍ଗଲରେ ଖୁଣ୍ଟୁଣୀ ପୋଲିସର ଚଢାଉ ବେଳେ ଚମ୍ପଟ ମାରିଲେ ମାଫିଆ। ଘଟଣାସ୍ଥଳରୁ ୫ରୁ ଉର୍ଦ୍ଧ୍ବ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଜଙ୍ଗଲରୁ ୨୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଛନ୍ତି। ଘଟଣାସ୍ଥଳରୁ ସ୍କର୍ପିଓ ଏବଂ ପିକ୍ଅପ ଭ୍ୟାନ ଜବତ କରାଯାଇଛି।
powered by social2s

