ଅନଲାଇନ ଟ୍ରେଡିଙ୍ଗ ଠକେଇ: ୨ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଅନଲାଇନ ଟ୍ରେଡିଙ୍ଗ ନାଁରେ ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ୫ କୋଟି ୧୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗୁଜରାଟରୁ ୨ ଜଣ ଗିରଫ ହୋଇଛନ୍ତି। ଟ୍ରେଡିଂ ପରାମର୍ଶ ପାଇବା ସହ ୮ ଆକାଉଣ୍ଟକୁ ୫ କୋଟି ଟ୍ରାନ୍ସଫର କରିଥିଲେ। ପଇସା ଉଠାଇବାକୁ ଅସମର୍ଥ ହୋଇ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। କ୍ରାଇମବ୍ରାଞ୍ଚର ଟିମ୍ ଚଢାଉ କରି ଭାବନଗରରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

powered by social2s