ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଜଳକଳଙ୍ଗ ନିକଟରୁ ୭ ଗୋରୁ ଉଦ୍ଧାର ହୋଇଥବା ସୂଚନା। ଗୋଟିଏ ପିକ୍ଅପ୍ ଓ ଗୋଟିଏ ବୋଲେରୋ ଜବତ କରାଯାଇଛି। ବାପପୁଅ ସମେତ ୪ ଜଣଙ୍କୁ ଗିରଫ କଲା ସ୍ପେଶାଲ୍ ସ୍କ୍ୱାଡ୍।
powered by social2s