ଭୁବନେଶ୍ବର: ଭୁବନେଶ୍ବର କୋରଡ଼କଣ୍ଟାରୁ ଯୁବକଙ୍କୁ ଅପହରଣ ଅଭିଯୋଗ ହୋଇଛି। କାଲି ରାତିରେ ୭ରୁ ୮ ଯୁବକ ଆସି ଅପହରଣ କରିଥିବା ଅଭିଯୋଗ ହୋଇଛି। ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ନିଜ ଦୋକାନରେ ବସିଥିବା ବେଳେ ଡାକିନେଇ ଅପହରଣ କରିଥିବା ଜଣାପଡ଼ିଛି।
powered by social2s