ନିଜକୁ ଗୁଳି କଲେ ଯବାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ମାଟକଝରଣ ଗାଁରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ। କ୍ୟାମ୍ପ ଭିତରେ ନିଜକୁ ଗୁଳି କଲେ ସିଆର୍‌ପିଏଫ୍ ଯବାନ। ମୃତକ ସୁବାସ ପ୍ରସାଦ, ହାବିଲଦାର ରାଙ୍କ୍‌ର; ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି।

powered by social2s