ମନ୍ଦିରରୁ ୨ଟି ହୁଣ୍ଡି ସହ ସୁନା ଅଳଙ୍କାର ଲୁଟ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନା ଷୋଳପୁର ଅଡ଼ଙ୍ଗେଇ ମନ୍ଦିରରୁ ଲୁଟ୍‌ ହୋଇଛି। ମନ୍ଦିରର ତାଲା ଭାଙ୍ଗି ୨ଟି ହୁଣ୍ଡି ସହ ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ସୂଚନା। ୨ଟି ହୁଣ୍ଡିରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଥିବା ଜଣାପଡ଼ିଛି।

powered by social2s