ଝାରପଡ଼ା ଜେଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଥିବା କଏଦୀଙ୍କ ମୃତ୍ୟୁ ହୋଇଛି। ମୃତକ ଡୁମୁଡୁମା ଅଞ୍ଚଳର। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କୌଣସି ଏକ ମାମଲାରେ ବର୍ଷେ ହେବ ଜେଲ୍‌ରେ ଥିଲେ। ଜେଲ୍‌ରେ ଥିବା ବେଳେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ବିଭିନ୍ନ ସମୟରେ କଟକ, କ୍ୟାପିଟାଲ ଓ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

powered by social2s