ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଧମକ ପରେ କୋର୍ଟ ପରିସରରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଥିବା ସୂଚନା। ସନ୍ଧାନୀ କୁକୁର ସହ ବୋମା ସ୍କ୍ବାଡ୍‌ର ତନ୍ନତନ୍ନ ଯାଞ୍ଚ ଆରମ୍ଭ ହୋଇଛି।

powered by social2s