ପ୍ଲାଷ୍ଟିକ ଫ୍ରି ହେବ ଡମଣା ଓଭିଏସ୍ଏସ୍ ନଗର ହାଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବର ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ। ୧୫ ଦିନ ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ସପ୍ତାହରେ ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ବ୍ୟବସାୟୀଙ୍କୁ ସଚେତନ କରାଯିବ। ପରବର୍ତ୍ତୀ ସପ୍ତାହରେ ଏହାର ଖିଲାପ କଲେ ପଦକ୍ଷେପ ନିଆଯିବ।

powered by social2s